ଆସନ୍ତା 11 ତାରିଖରେ ପାଳନ ହେବ ଇଦ ଉଲ ଫିତର

ଆସନ୍ତା 11 ତାରିଖରେ ଇଦ ଉଲ ଫିତର ପାଳନ କରାଯିବ ବୋଲି ଆଜି କଟକ ଦିୱାନ ବଜାରସ୍ଥିତ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ବୈଠକ ପରେ କମିଟି ସଭାପତି ଅବଦୁଲ ଆହାଦ ଘୋଷଣା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version