ଆଭାସି ଜରିଆରେ ସାମିଲ ହୋଇ ପ୍ରଶିକ୍ଷଣ ନେଲେ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପଞ୍ଚାୟତ ପ୍ରତିନିଧି କର୍ମଶାଳାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥ ପୁର ମୁଖ୍ୟ କାର୍ଯ୍ୟାଳୟରେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ୨୬ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଆଭାସି ଜରିଆରେ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version