ଅନୁଗୁଳ ବନଖଣ୍ଡ ଜରପଡା ବନବିଭାଗ ପକ୍ଷରୁ ଆଜି ଜରପଡା ଓଗୀ ବନଦୁର୍ଗା ମନ୍ଦିର ନିକଟରୁ ଏକ ଶାଗୁଆନ କାଠ ବୋଝେଇ ଅଟୋ ଜବତ କରି ଚାଳକକୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅନ୍ତୁଳିଆ ଗ୍ରାମର ଜଗନ୍ନାଥ ସାହୁ ବୋଲି ଜଣାପଡିଛି।
Credible Local News of Odisha