ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି

କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିିଣ ଆଫ୍ରିକା ମ୍ୟାଚ୍ ପାଇଁ ଆଜିଠୁ ଅଫଲାଇନରେ ଟିକେଟ୍ ବିକ୍ରି ହେବ।

ଓସିଏ ସହ ଅନୁବନ୍ଧିତ ସଂସ୍ଥା , ସ୍କୁଲ , କଲେଜ ଏବଂ ଜିଲ୍ଲାମାନଙ୍କ ପାଇଁ ବିକ୍ରି ହେବ ଟିକେଟ୍।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version