ଆଜି ଭୋର ୫ଟା ବେଳେ କଲିକତାରୁ ସୋନପୁର ଆଡକୁ ୩ଟି ହାରଭେଷ୍ଟର ବୋଝେଇ କରି ଯାଉଥିବା ଏକ ଟ୍ରକ ଗୋଡ଼ଭାଗା ତୁରୁମ ୫୪ ନମ୍ବର ରାଜ୍ୟ ରାଜପଥରେ ସଲାନା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି।
ଏହି ଗାଡ଼ିରେ ଯାଉଥିବା ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।