ରାଜନୀତି ବିଜ୍ଞାନ ବିଭାଗର ସମ୍ପାନ ଓ ନବୀନ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ସମ୍ମାନ ପାଠ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣେଇ ଆଜି ନବୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ “ପବ୍ଲିକ ଆଡମିନିଷ୍ଟେସନ : ଇସୂଜ ଆଣ୍ଡ ଚ୍ୟାଲେଞ୍ଜେସ୍ ଇନ୍ ଇଣ୍ଡିଆ” ପ୍ରସଙ୍ଗରେ ଏକ ସମ୍ପାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version