QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆରରୁ QRSAM (କୁଇକ୍ ରିଆକ୍ସନ ସର୍ଫେସ୍‌ଟୁ ଏୟାର ମିସାଇଲ୍)ର ୬ଟି ଫ୍ଲାଇଟ୍ ଟେଷ୍ଟ ହୋଇଛି।

ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ସଫଳ ପରୀକ୍ଷଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version