24 ଘଣ୍ଟାରେ ବୋଲଗଡ଼ରେ 66 ମିମି ବର୍ଷା June 20, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ 66 ମିଲିମିଟର ବର୍ଷା ରେକର୍ଡ ହୋଇଛି l