24 ଘଣ୍ଟାରେ ବିନିକାରେ 92.1 ମିମି ବର୍ଷା July 18, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାର ବିନିକାରେ 92.1, ସୋନପୁରରେ 66.4 ଏବଂ ଉଲୁଣ୍ଡାରେ 56 ମିଲିମିଟର ବର୍ଷା ହୋଇଛି l