ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ହଡପ ଘଟଣାରେ କଲେଜରେ ଅକାଉଣ୍ଟାଣ୍ଟ ଭାବେ କାମ କରୁଥିବା ପ୍ରେମିକା ପାୟଲ ଓ ତାଙ୍କ ପ୍ରେମିକକୁ ଦ୍ବିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ମିଳିଛି।
୨ୟ ପର୍ଯ୍ୟାୟ ରିମାଣ୍ଡରେ କଲେଜ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ।