୩୯୦ କେଜି ଗଞ୍ଜେଇ ଜବତ, ୩ ଜଣ ଗିରଫ

ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଛକରେ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କରିଛି ଗୁଡ଼ାରୀ ଥାନା ପୁଲିସ।

ଏହି ଗଞ୍ଜେଇ ରାୟଗଡ଼ାରୁ ଭୁବନେଶ୍ବର ଚାଲାଣ ହେଉଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version