୩୫ କେଜି ଗଂଜେଇ ଜବତ, ୮ ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ପାଡୁଆରୁ ଯାଉଥିବା ବେଳେ ନନ୍ଦପୁର ଛକରେ ଧରିଲା ପୁଲିସ।

ଗିରଫ ୮ ଜଣଙ୍କ ମଧ୍ୟରେ ୫ ଜଣ କଲେଜ ଛାତ୍ର ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version