ବାଲେଶ୍ବର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ୧୮ ହଜାର ଟଙ୍କାରେ ଶିଶୁପୁତ୍ର ବିକିଥିବା ବାପା ଅଭିଯୋଗ କରିଛନ୍ତି।
ବାସୁଦେବପୁର ଥାନାରେ ସ୍ତ୍ରୀର ଅଭିଯୋଗ ପରେ ସୋର ଥାନା ବିଲବାଙ୍କିଆ ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ୨ ମହିଳା ସମେତ ୩ ଜଣଙ୍କୁ ପଚରାଉଚରା କରୁଛି ପୁଲିସ।
Credible Local News of Odisha