୨୬ରେ ଦିନିକିଆ ଗସ୍ତରେ ଆସିବେ ଶାହା, ଧାମନଗରରେ କରିବେ ସଭା

ଅମିତ ଶାହା ଆସନ୍ତା ୨୬ରେ ଦିନିକିଆ ଓଡିଶା ଗସ୍ତରେ ଆସି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ସାଧାରଣ ସଭା କରିବେ।

ସଭା ପୂର୍ବରୁ ଆରଡ଼ି ଆଖଣ୍ଡଳମଣୀ ପୀଠ ଯାଇ ଦର୍ଶନ କରିବେ। ସଭା ପରେ ଭୁବନେଶ୍ବର ଆସିବେ ଏବଂ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ବୋଲି ସୂଚନା ଦେଇଛନ୍ତି ଲେଖାଶ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version