୧୨୩ କେଜି ଗଂଜେଇ ଜବତ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘରୁ ୧୨୩ କେଜି ଗଂଜେଇ ଜବତ ହୋଇଛି।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version