ୟୁଥ ଫର୍ ଡେଭଲପମେଣ୍ଟ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବାଲେଶ୍ୱର ସୁନହଟ୍ ସ୍ଥିତ ତପସି ହରିହାଟ ମଣ୍ଡପରେ ଆଜି ୟୁଥ ଫର୍ ଡେଭଲପମେଣ୍ଟ ପକ୍ଷରୁ ମାଗଣା ଚକ୍ଷୁ ଓ ମଧୁମେହ ପରୀକ୍ଷା କରାଯାଇଛି।

ଏହି ଅବସରରେ ସମସ୍ତ ସଦସ୍ୟ ତଥା ଶ୍ରୀରାମ ହସ୍ପିଟାଲର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଉପସ୍ଥିତ ରହିଥିଲେ ଏଥିରେ ଶତାଧିକ ପୁରୁଷ ଓ ମହିଳା ଚକ୍ଷୁ ପରୀକ୍ଷା କରାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version