ହାର୍ଡକୋର ଅପରାଧିକୁ ଗିରଫ କଲା କମିଶନରେଟ ପୁଲିସ

ବିଚ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରି ଲୁଟ କରୁଥିବା ହାର୍ଡକୋର ଅପରାଧିକୁ ଗିରଫ କରିଛି କମିଶନରେଟ ପୁଲିସ।

ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ଅଭିଯୁକ୍ତ ପାଖରୁ ୧୩ଟି ମୋବାଇଲ ଓ ଏକ ଭୁଜାଲି ଜବତ ହୋଇଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ନୟାପଲ୍ଲୀ ଥାନାର ବିଭିନ୍ନ ଅପରାଧିକ ମାମଲା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version