ଗତକାଲି ମୁରଶୁଣ୍ଢୀ ଗ୍ରାମ ପାଞ୍ଚୟତର ଯୁବରାଣୀ ସୀତାପୁର ରାସ୍ତାରେ ହାତୀ ଦାନ୍ତ ବିକ୍ରି ସମୟରେ ଏସ ଟି ଏଫ ଦ୍ୱାରା ଜଣେ ଗତକାଲି ଧରା ପଡିଥିବାବେଳେ, ଆଜି ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅଭିନାଶ ବରିହା ଏବଂ ବନ ବିଭାଗର ଉଚ୍ଚପଦସ୍ତ ଅଧିକାରୀ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l
ତେବେ ଏଥିରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି l ତେବେ ଜବତ ହୋଇଥିବା ହାତୀଦାନ୍ତର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି l