କଳାହାଣ୍ଡି ଜିଲ୍ଲା ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏନପିଏସ କର୍ମଚାରୀ ସଂଘର ବୈଠକ ବରିଷ୍ଟ ଶିକ୍ଷକ ଦୁଷ୍ମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ଏଥିରେ ଜିଲ୍ଲା ସଭାପତି ହେମନ୍ତ ପଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ପେନସନ ଯୋଜନା ଓ ଶିକ୍ଷକ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।