ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିକରି ହତ୍ୟା

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବଡ଼ବିଲ ୱାର୍ଡ ନଂ-୬ ମନି ଟାୱାର ନିକଟରେ ଗୁଳିମାଡ଼ ହୋଇଛି।

ଯୁବକ ଜଣକ ବାଇକ୍‌ରେ ଘରକୁ ଫେରିଲା ବେଳେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

Exit mobile version