ସୋନପୁରରେ ଦିନକରେ 26 କରୋନାରେ ଆକ୍ରାନ୍ତ July 17, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ 26 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l