ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଠାରୁ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ସେବାୟତମାନଙ୍କ ପକ୍ଷରୁ ଭକ୍ତମାନଙ୍କୁ ଜଳବଣ୍ଟନ କରାଯାଇଛି।
ଯୁବସେବାୟତମାନେ ସହଯୋଗ କରିଥିବା ବେଳେ କାକଟପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ସୌମେନ୍ଦ୍ରଦୀକ୍ଷିତ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।