ସୁବଳୟାରେ ଶ୍ରୀଜୀଉଙ୍କ ବରାହ ନୃସିଂହ ଅବତାର ଅନୁଷ୍ଠିତ July 4, 2022 by Odisha ଆଜି ସୁବଳୟା ମାଉସୀମା ମନ୍ଦିରସ୍ଥିତ ଅବତାର ମଣ୍ଡପ ଠାରେ ଶ୍ରୀଜୀଉ ମାନଙ୍କ ବରାହ ନୃସିଂହ ଅବତାର ଅନୁଷ୍ଠିତ ହୋଇଯାଇଛି l