ସୁନ୍ଦରଗଡ଼ ଜିଲ୍ଲାରେ ଦିନକରେ 49 ଜଣ କରୋନାରେ ସଂକ୍ରମିତ July 12, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ 49 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l