ସୁଇମିଂ ପୁଲ୍‌ରେ ବୁଡ଼ି ବାଳକ ମୃତ

ମୟୁରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ସୁଇମିଂ ପୁଲ୍‌ରେ ବୁଡ଼ି ୫ ବର୍ଷର ନାବାଳକର ମୃତ୍ୟୁ ଘଟିଛି।

ଏକ ହୋଟେଲ୍ ପରିସରରେ ବିବାହ ଉତ୍ସବରେ ଏହି ଅଘଟଣ ଘଟିଛି। ଉକ୍ତ ନାବାଳକ ବିବାହ ଉତ୍ସବରେ ଯୋଗ ଦେବାକୁ ପରିବାର ସହ ଆସିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version