ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ର ପାଣି

ଖୋର୍ଦ୍ଧା ଜିଲ୍ଲା ଜଟଣୀ-ପିପିଲି ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ର ପାଣି ଚାଲିଛି।

ପାଣି ପ୍ରବାହ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version