ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

ସିପିଆଇଏମ୍ ଭଦ୍ରକ ଆଞ୍ଚଳିକ କମିଟି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ସ୍ଥାନୀୟ ବାଲଗୋପାଳ ମନ୍ଦିର ପରିସର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଧା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ରାଜ୍ୟ ନେତା ସନ୍ତୋଷ ଦାସ,ଜିଲା ସଂପାଦକ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର ପ୍ରମୁଖ ଯୋଗ ଦେଇ ଦରଦାମ ବୃଦ୍ଧିି, ଉତ୍କଟ ବେକାରୀ ସମସ୍ୟା, ଓ ଶ୍ରମିକ/କୃଷକ ମାରଣ ନୀତି ସହ ୩ଟି କୃଷକ ବିରୋଧୀ ନୀତି ବିରୁଦ୍ଧରେ ଆହ୍ୱାନ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version