ସିଙ୍ଗାରୀ ଘାଟି ଦୁର୍ଘଟଣାରେ ମୃତ ପରିବାରକୁ ଭେଟିଲେ ବିଧାୟକ

କଳାହାଣ୍ଡି ଜିଲ୍ଲା ସିଙ୍ଗାରି ଘାଟିରେ କିଛିଦିନ ତଳେ ଘଟିଥିବା ଦୁର୍ଘଟଣାରେ ମୃତ ୪ହିତାଧିକାରୀଙ୍କ ପରିବାରକୁ ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରୀ ଭେଟି ସମବେଦନା ଜଣାଇଛନ୍ତି ।

ସୂଚନା ଯୋଗ୍ୟ, ଏକ ଗାଡ଼ିରେ ପିଡ଼ିଏସ ଚାଉଳ ଧରି ଫେରୁଥିବା ବେଳେ ଗାଡ଼ିଟି ବୁଳାଣିଆ ରାସ୍ତାରେ ଓଲଟି ପଡିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version