ସିଆଲି ଧନୁଯାତ୍ରାରେ କୃଷ୍ଣ ବଳରାମଙ୍କ ଧନୁଭଗ୍ନ ସହ କଂସ ବଧ

ସୋନପୁର ଜିଲ୍ଲା ଅନ୍ତର୍ଗତ ସିଆଲି ଧନୁଯାତ୍ରାରେ କୃଷ୍ଣ ବଲରାମଙ୍କ ମଥୁରା ଧନୁଭଗ୍ନ ସହ ଚାରୁଣ ମୁଷ୍ଟିକ କଂସ ବଧ ପରିବେଷଣ ହୋଇଥିଲା ।

ଏଥିରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସପୁର ଠେଲା ପୂର୍ବତନ ଧନୁଯାତ୍ରା ସଭାପତି ଧନୁ ପଧାନ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version