ସାଦା କାଗଜ ୫ଶହ ଟଙ୍କିଆ ହେବ କହି ଠକେଇ, ଜଣେ ଗିରଫ

ଜଣେ ବ୍ୟକ୍ତି କେମିକାଲରେ ସାଦା କାଗଜ ୫ଶହ ଟଙ୍କିଆ ହେବ କହି ଠକେଇ କରିଥିବା ଅଭିଯୋଗ ହୋଇଛି।

ଉକ୍ତ କେମିକାଲ ଆଣି ଦେବାକୁ କହି ୧.୧୦ ଲକ୍ଷ ଠକି ନେଇଥିଲେ।ସୋନପୁର ଯୁବକଙ୍କଠାରୁ ଠକେଇ ହୋଇଥିଲା। ଗ୍ୟାଙ୍ଗର ୪ ଜଣ ଠକି ନେଇଥିଲେ। ଏତଲା ପରେ ଗ୍ୟାଙ୍ଗରେ ଥିବା ସୋର ଯୁବକଙ୍କୁ ଧରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version