ସାଗରିକା ନାଥ ହେଲେ ବାଲେଶ୍ଵର ଏସପି December 30, 2022 by Rameswar mahakur ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଥିବା ବେଳେ ସାଗରିକା ନାଥଙ୍କୁ ବାଲେଶ୍ଵର ଏସପି ନିଯୁକ୍ତି ଦେଇଛନ୍ତି।