ସର୍ଟ ସର୍କିଟ୍ ଯୋଗୁ ପୋଡ଼ିଗଲା ୨ଟି ଦୋକାନ

ରାୟଗଡ଼ା ସହର କପିଳାସ ରୋଡରେ ଥିବା ନଟରାଜ ହାର୍ଡଓ୍ୱେର୍ ଓ ଶ୍ରୀ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି।

ଏଥିରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version