ସମ୍ମାନିତ ହେଲା ସିୟା ପରିବାର

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ପଞ୍ଚମ ଲୋକକଳା ମହୋତ୍ସବରେ ଉତ୍କୃଷ୍ଟ ସେବା ପାଇଁ ଖଣ୍ଡହତାର ସମାଜସେବୀ ସଂଗଠନ ସିୟା ପରିବାରକୁ ସମ୍ମାନିତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version