ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ଟପିଲା April 23, 2022 by Odisha ଆଜି ଦିନ ଅଢେଇଟା ବେଳକୁ ସମ୍ବଲପୁର ସହରରେ ତାପମାତ୍ରା 40.2 ଡିଗ୍ରୀ ହୋଇଥିବା ବେଳେ ହୀରାକୁଦରେ ଥିଲା 38.8 ଡିଗ୍ରୀ l