ସମ୍ବଲପୁରରେ ଆସନ୍ତା ୯ତାରିଖରୁ ଧାନକିଣା ନିଷ୍ପତ୍ତି

ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହ ପାଇଁ ଅନୁଷ୍ଠିତ ବୈଠକରେ ଆସନ୍ତା ୯ ତାରିଖରୁ ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ବର୍ଷ ୧୪ହଜାର ୭୫୯ ଜଣ ଚାଷୀ ପାଞ୍ଜିକରଣ କରିଥିନ୍ତି ।ଏଥିପାଇଁ ୩୦ଟି ପେକ୍ସ ଓ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version