ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୦ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ନବାହ ପାରାୟଣର ଅନୁଷ୍ଠିତ ହୋଇଯାଇଛି।
ଆଜି ସପ୍ତମ ଦିବସରେ ବ୍ୟାସ ଅଜିତ କୁମାର ଦାସଙ୍କ ଦ୍ଵାରା ହେତୁବନ୍ଧ ବନ୍ଧନ ପ୍ରସଙ୍ଗ ଉପରେ ପଠନ ହେଉଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରାମ ଚରିତ ମାନସ ଶ୍ରାବଣ ପାଇଁ ଉପସ୍ଥିତ ରହିଛନ୍ତି।