ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଓ ବୁଦ୍ଧ ପୂର୍ଣ୍ଣିମା ପାଳିତ

ଅନୁଗୁଳ ଜିଲ୍ଲା କିଶୋର ନଗର ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ଓ ବୁଦ୍ଧ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସନ୍ଥକବି ଭୀମଭୋଇ‌ଙ୍କ ମହିମା ଧର୍ମାବଲମ୍ବୀ ପ୍ରବକ୍ତା ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜୟିରାଟ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଝରାବେରେଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version