ବିଦ୍ୟୁତ ସଞ୍ଚୟ କରିବା ଉପରେ ଜନ ସଚେତନ କରାଯାଉଛି କିନ୍ତୁ ଖୋଦ ବିଦ୍ୟୁତ୍ ବିଭାଗ କିମ୍ବା ପୌର ପ୍ରଶାସନ ଏହାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ।
ପ୍ରାୟ ପ୍ରତ୍ୟେକ ସକାଳେ ଖରା ଆସିବା ପରେ ମଧ୍ୟ ଷ୍ଟ୍ରିଟ ଲାଇଟ ଲିଭା ଯାଉନି। ଫଳରେ ବିଦ୍ୟୁତ୍ ଅପଚୟ ଘଟିବା ସହ ରାଜସ୍ବ କ୍ଷତି ହେଉଛି।