ସକାଳୁ ସକାଳୁ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଗାଁରେ ବୁଧବାର ସକାଳ ୯ ଟାରେ ଲକ୍ଷ୍ମୀଧର ମହାନ୍ତଙ୍କ ଘର କବାଟ ଓ ଆଲମୀରାକୁ ଦୁର୍ବୃତ୍ତ ଭାଙ୍ଗି ଲୁଟି ନେଇଛନ୍ତି।

ଲୁଟ ଅଳଙ୍କାର ମଧ୍ୟରେ ରହିଛି ଏକ ମଙ୍ଗଳ ସୂତ୍ର, ୧ ସୁନା ଆଠଣି,୧ ଦଶଣୀ ଓ ନଗଦ ୧୦ ହଜାର ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ ଲକ୍ଷ୍ମୀଧର ଏକ ସ୍କୁଲରେ ସିକ୍ୟୁରୀଟି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟକରନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version