ନୂତନ ପିସିସି ସଭାପତି ନିଯୁକ୍ତି ପାଇବା ପରେ ଶରତ ପଟ୍ଟନାୟକ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି l
ଏଠିସହ ସେ କହିଛନ୍ତି, ଦଳରେ ସମସ୍ତଙ୍କୁ ନେଇ ଆଗକୁ ଚାଲିବେ ଏବଂ ସଂଗଠନକୁ ସୁଦୃଢ କରିବା ଦିଗରେ ମିଳିତ ଭାବେ କାମ କରିବେ l ବ୍ରଜରାଜନଗର ଉପନିର୍ବାଚନ ପରେ 2024 ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସେ କହିଛନ୍ତି l