ଶ୍ରୀମନ୍ଦିର ସଂପର୍କୀତ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ମୃଣାଳିନୀ ପାଢୀଙ୍କ ପକ୍ଷରୁ ଦାୟର ମାମଲାରେ ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ।

ଶ୍ରୀମନ୍ଦିର କମିଟି ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ଅନ୍ତ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ନହେଲେ ହାଇକୋର୍ଟରେ ଜଣାଇପାରିବେ ଆବେଦନକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version