ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ April 17, 2023 by Rameswar mahakur ଦ୍ୱିତୀୟ ଭୋଗ ପରେ ପଇତା ଲାଗି ନୀତି ଯୋଗୁଁ ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।