ଶ୍ରୀକୃଷ୍ଣପୁର ଗ୍ରାମରେ ଅଗ୍ନିକାଣ୍ଡ

ରେମୁଣା ବ୍ଲକ୍ ଶ୍ରୀକୃଷ୍ଣ ପୁର ଗ୍ରାମର ଭାଗବତ ସେଠୀଙ୍କ ଘରେ ଆଜି ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି ଘଟିଥିବା ବେଳେ ସ୍ଥାନୀୟ ସରପଞ୍ଚ ,ଆର୍ ଆଇ ପହଁଚି କ୍ଷୟକ୍ଷତି ଆକଳନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version