କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜ ପଶି ଗାଁ ରେ ଅଭାବନୀୟ ଘଟଣା କ୍ରମରେ ଶନିବାର ଅପରାହ୍ନ ରେ ଜଣେ ୨ ବର୍ଷ ୨ ମାସର ଶିଶୁ ପୁତ୍ର ର ଯୌନାଙ୍ଗକୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ କାଟି ନେଇ ଯାଇଥିବା ଜଣା ପଡ଼ିଛି।
ଶିଶୁ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦେବଶର୍ମା ମୁଣ୍ଡାଙ୍କ ପୁତ୍ର ରଞ୍ଜନ ମୁଣ୍ଡା।ସେ ଶନିବାର ଖେଳୁଥିବା ସମୟରେ କେହି ଦୁର୍ବୁତ୍ତ ଶିଶୁ ପୁତ୍ର ର ଯୌନାଙ୍ଗ କାଟି ନେଇ ପଳାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।