ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ରବି ଧାନ କିଣିବା ପାଇଁ ଆଜି ପଲସାଗୋରା ବିଜେପି ମଣ୍ଡଳର ସଭାପତି ଅନିଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନ ମଣ୍ଡିର ଶୁଭାରମ୍ଭ କରଛନ୍ତି।
Credible Local News of Odisha