ରାୟଗଡ଼ାର ଏକ ହୋଟେଲରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସାଥିରେ ଆସିଥିବା ଅନ୍ୟ ୨ ଜଣ ରୁଷୀୟ ଦମ୍ପତି ହୋଟେଲ ଛାଡ଼ିଛନ୍ତି।
ଏମାନଙ୍କ ସହ ଆସିଥିବା ଗାଇଡ୍ ମଧ୍ୟ ହୋଟେଲ ଛାଡ଼ିଛନ୍ତି। ଏମାନେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନେଇ ସୂଚନା ମିଳିଛି। ମୃତ ୨ ପର୍ଯ୍ୟଟକଙ୍କ ଭିତରେ ଜଣେ ବିତ୍ତଶାଳି ସାଂସଦ ପାଭେଲ ଆନ୍ଥମ ହୋଇଥିବାରୁ ସସପେନ୍ସ ବଢ଼ିଛି।