ରାମ୍‌କୀ କଂପାନୀର ଜନଶୁଣାଣିକୁ ବିରୋଧ

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଜୁନିଏନ୍ ଖେଳ ପଡ଼ିଆରେ ରାମ୍‌କୀ କଂପାନୀର ଜନଶୁଣାଣିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ ଓ ନିଷ୍କାସନ ପ୍ରକଳ୍ପକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version