ରାଜ୍ୟରେ କମିଲା ତାପମାତ୍ରା, ଦୁଇଟି ସ୍ଥାନ 40 ଡିଗ୍ରୀ ଉପରେ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ-ମୌସୁମୀ ବର୍ଷା ହୋଇଥିବାରୁ ଆଜି ରାଜ୍ୟବ୍ୟାପୀ ତାପମାତ୍ରା ହ୍ରାସ ପାଇଛି l କେବଳ ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version