ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତ ସୁସ୍ଥ May 23, 2022 by Odisha ଗତ 24 ଘଣ୍ଟାରେ ରାଜ୍ୟରେ 13 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା 12 ଲକ୍ଷ 79 ହଜାର 118 ହୋଇଛି l