ରାଉରକେଲାର ନୂଆ ଏସପି ମିତ୍ରଭାନୁ ମହାପାତ୍ର May 18, 2023 by Odisha ରାଜ୍ୟ ସରକାର ଆଜି ଆଇପିଏସ ଅଦଳବଦଳ ପ୍ରକ୍ରିୟାରେ ରାଉରକେଲାର ଏସପି ଭାବେ ମିତ୍ରଭାନୁ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି l